ଗରୁଡ଼ ଖମ୍ବ Garuṟḍ̠a khamba
- ଦେ. ବି. (ସଂ. ଗରୁଡ଼ସ୍ତମ୍ଭ) — ବିଷ୍ଣୁ ମନ୍ଦିର ସମ୍ମୁଖରେ ହାତ ଯୋଡ଼ି ଆଣ୍ଠୋଇ ଥିବା ଗରୁଡ଼ ମୂର୍ତ୍ତି ଯେଉଁ ଖମ୍ବ ଉପରେ ସ୍ଥାପିତ ହୋଇଥାଏ — A pillar put in front of the temple of Bishṇu on the top of which is placed an image of Garuṟḍ̠a
- ପ୍ରାଦେ. (ଗଞ୍ଜାମ) ବି — ନୂଆ ଖୋଳା ହୋଇଥିବା ପୋଖରୀ— ଭିତରର ଦୀପଦଣ୍ଡି — The central post in the midst of a newly dug tank