ଗରୁତ୍ମତୀ Garutmatī

  • ସଂ. ବିଣ. ସ୍ତ୍ରୀ. (ଗରୁତ୍+ମତ୍+ସ୍ତ୍ରୀ. ଈ) — ପକ୍ଷବିଶିଷ୍ଟା; ପାଲଥିବା (ନୌକାଦି) — (boat) With sails unfurled
  • ସଂ. ବିଣ. ସ୍ତ୍ରୀ. (ଗରୁତ୍+ମତ୍+ସ୍ତ୍ରୀ. ଈ) — ଗରୁତ୍ମାନ୍ର ସ୍ତ୍ରୀଲିଙ୍ଗ — Feminine of Garutmān