ଗରୁଟାଣ Garuṭāṇa

  • ଦେ. ବିଣ — ବିଚକ୍ଷଣ; ଦକ୍ଷ — Expert
  • ଦେ. ବିଣ — ଅକ୍ଷ କ୍ରୀଡ଼ାରେ ଗରୁଟାଣ, ନଳକୁ ଶିଖାଇ ରାଜନ ଅଶ୍ୱ ବିଦ୍ୟାକୁ ନଳୁ ନେଇ, ବନେ ପଶିଲା ତପ ଧ୍ୟାଇ— ଜଗନ୍ନାଥ, ଭାଗବତ।