ଗରିଭଙ୍ଗା Garibhaṇgā

  • ପ୍ରାଦେ. (ଗଡଜାତ) ବି — ଅଣ୍ଡିରା ମଇଁଷିଙ୍କର ଏକପ୍ରକାର ବାତରୋଗ — A kind of disease of male buffaloes
  • ପ୍ରାଦେ. (ଗଡଜାତ) ବି — [ଦ୍ର—ଏ ରୋଗ ହେତୁ ମଇଁଷି ଯୌବନରେ ମଧ୍ୟ ହଡ଼ା ହୋଇଯାଏ। ତାକୁ ଏ ଅବସ୍ଥାରେ ଗୋମାଂସ ଓ ଚର୍ବି ଖୁଆନ୍ତି।]