ଗରସା Garasā

  • ପ୍ରାଦେ. (ସମ୍ବଲପୁର)—ବି. (ସଂ. ଗ୍ରାସ) — ଅନ୍ନାଦିର ଗୁଣ୍ଡା — Mouthful (of food)
  • ପ୍ରାଦେ. (ସମ୍ବଲପୁର)—ବି. (ସଂ. ଗ୍ରାସ) — ମଘା ବରଷା, ସୁଖୀ ଚଷା, ସେହି ବରଷେ ଭାତ ଗରସା। ପ୍ରବଚନ