ଗରମ୍ ଗରମ୍ (ଖାଦ୍ୟ) Garam garam

  • ଦେ. ବିଣ — ଚୁଲି ଉପରୁ ସାଙ୍ଗେ ସାଙ୍ଗେ ଓହ୍ଲାଯାଇ ଅବଧି ଶୀତଳ ହୋଇ ନ ଥିବା — Newly roasted; still warm (food)
  • ଦେ. ବିଣ — ତଟକା ଓ ତପ୍ତ — Fresh and hot; piping hot