ଗରବଖିଆ Garabakhiā

  • ଦେ. ବିଣ. ପୁଂ. (ସଂ. ଗର୍ବ+ଖାଦ ଧାତୁ) — (ଗାଳିବିଶେଷ) ଯେଉଁ ପୁରୁଷ ନିଜ ଅହଙ୍କାର ହେତୁରୁ ଧ୍ୱସ୍ତ ହୁଏ — A term of abuse to a male person who meets with an early death on account of his pride