ଗରବ ଦଳିବା Garaba daḻibā
- ଗ୍ରା. (ପଦ୍ଯ) କ୍ରି. (ସଂ. ଗର୍ବ+ଦଳ ଧାତୁ) ଗର୍ବ ଚୂନା କରିବା — To crush a man's pride;
- ଗ୍ରା. (ପଦ୍ଯ) କ୍ରି. (ସଂ. ଗର୍ବ+ଦଳ ଧାତୁ) (ଲକ୍ଷଣାର୍ଥ) ସୌନ୍ଦର୍ଯ୍ୟାଦିରେ ଅନ୍ୟକୁ ଜିଣିବା — To exceed another in beauty
- ଗ୍ରା. (ପଦ୍ଯ) କ୍ରି. (ସଂ. ଗର୍ବ+ଦଳ ଧାତୁ) ଜାଣିବାର ବାର ବାରଣେନ୍ଦ୍ରଙ୍କର ଗରବ ଦଳିବା ଉରୁ— କବିସୂର୍ଯ୍ୟ, ସଙ୍ଗୀତ।