ଗରବଖାଈ Garabakhāī
- ଦେ. ବିଣ. ସ୍ତ୍ରୀ. (ସଂ. ଗର୍ଭ+ଖଦ ଧାତୁ) — (ଗାଳିବିଶେଷ; ଯେଉଁ ସ୍ତ୍ରୀ ଗର୍ଭସ୍ଥ ଶିଶୁକୁ ଖାଏ) ଯାହାର ଶିଶୁ ଗର୍ଭରୁ ମରେ; ମୃତବତ୍ସା- ପ୍ରସବକାରିଣୀ) — (a term of abuse) A woman who devours her own offspring in the womb i.e. a woman who brings forth stillborn children
- ଦେ. ବିଣ. ସ୍ତ୍ରୀ. (ସଂ. ଗର୍ଭ+ଖଦ ଧାତୁ) — (ସଂ. ଗର୍ବ+ଖାଦ ଧାତୁ) ଯେଉଁ ସ୍ତ୍ରୀ ନିଜ ଅହଙ୍କାର ହେତୁ ଅକାଳରେ ବିନଷ୍ଟ ହୁଏ — A woman who dies an early death on account of her pride