ଗରନାଳ ବାଣ Garanāḻa bāṇa

  • ଦେ. ବି — ଏକପ୍ରକାର ବଡ଼ ବନ୍ଧୁକ — A kind of big gun
  • ଦେ. ବି — ପେଟକଟା ସାତ ହାତ ବନ୍ଧୁକ ଗରନାଳବାଣ ସବୁହୁଁ ଟେକ—ବ୍ରଜନାଥ, ସମରତରଙ୍ଗ।