ଗରଜାଏ ଖାତକ Garajāe khātaka
- ବୈଦେ. ବି. (ଫା. ଗୈର୍ଜାୟ୍+ ସଂ. ଖାଦକ) — ଦେବାଲିଆ; ଯେଉଁ ଖାତକ ଋଣ ପରିଶୋଧ କରିବାକୁ ଅକ୍ଷମ — An insolvent
- ବୈଦେ. ବି. (ଫା. ଗୈର୍ଜାୟ୍+ ସଂ. ଖାଦକ) — ଅନେକ ଗରଜାଏ ଖାତକ ସାଆନ୍ତାଣୀଙ୍କ ଯତ୍ନରେ ମଙ୍ଗରାଜଙ୍କ ଦାଉରୁ ମୁକ୍ତି ପାଇଥିବାର ଶୁଣାଯାଏ। ଫକୀରମୋହନ, ଛମାଣଆଠଗୁଣ୍ଠ।