ଗରଜା ହେବା Garajāhebā

  • ଦେ. କ୍ରି. (ଗରଜାଇବାର କର୍ମବାଚ୍ୟ) ଦୁଧ ଚୁଲିଉପରେ ସାମାନ୍ୟ ଉଷୁମା ଯିବା — (milk) To be boiled over fire till it simmers