ଗରଜନଘାତ Garajanaghāta

  • ଗ୍ରା. ବି — ଘୋର ଗର୍ଜନ ଶବ୍ଦ — A loud or thundering roar
  • ଗ୍ରା. ବି — ଗରଜନଘାତେ ପୂରାଇ ଦେଇ ସୃଷ୍ଟି ଧାଇଁଲେ ମହାଦେବ ଉପରକୁ ଘୋଟି। କୃଷ୍ଣସିଂହ, ମହାଭାରତ, ବନ।