ଗରଜ ଚଳାଇବା Garaja chaḻāibā

  • ଦେ. କ୍ରି — ପ୍ରୟୋଜନ ବା ଅଭାବ ସମୟରେ ଅନ୍ଯ ବ୍ଯକ୍ତିର ସହାୟ ହେବା — To help one in one's time of need
  • ଦେ. କ୍ରି — ତୁମେ ଦୋସ୍ତଓଲା ଏକ ମନୁଷ୍ୟ ବୋଲି ବେବର୍ତ୍ତାକାମ କରି ଦେଲି, ଗରଜ ଚଳାଇ ପାରୁ ନାହିଁ। ଫକୀରମୋହନ, ଛମାଣଆଠଗୁଣ୍ଠ।