ଗମ Gama
- ସଂ. ବି (ଗମ ଧାତୁ+ଭାବ ଅ) — ଗମନ — Going
- ସଂ. ବି (ଗମ ଧାତୁ+ଭାବ ଅ) — ପ୍ରସ୍ଥାନ — Departure
- ସଂ. ବି (ଗମ ଧାତୁ+ଭାବ ଅ) — ଦୂରତ୍ୱ — Distance
- ସଂ. ବି (ଗମ ଧାତୁ+ଭାବ ଅ) — ଗତି — Motion
- ସଂ. ବି (ଗମ ଧାତୁ+ଭାବ ଅ) — ଗତାଗତ; ଯାଆସ — Intercourse
- ସଂ. ବି (ଗମ ଧାତୁ+ଭାବ ଅ) — (+ଅଧିକରଣ. ଅ)—ପଥ — Way, road
- ଦେ. ବିଣ. — (ଶସ୍ୟାଦି) ଅନେକ ଦିନ ବ୍ଯବହୃତ ନ ହେବାରୁ ସଢ଼ି ବା ପଚି ଯାଇଥିବା; ଗମରା — Stale; fermented; musty; mouldy
- ଦେ. ବି. — କୌଣସି ପଦାର୍ଥ (ଶସ୍ୟାଦି) ବହୁଦିନ ସଢ଼ିବା ଅବସ୍ଥା — Fermentation; state of becoming mouldy