ଗମ୍ଭୀରବେଦୀ Gambhīrabedī
- ସଂ. ବି. ପୁଂ. (ଗମ୍ଭୀର+ବିଦ୍ ଧାତୁ=ଜାଣିବା+ କର୍ତ୍ତୃ. ଇନ; 1 ମା. 1 ବ.) — ମତ୍ତହସ୍ତୀ; ଯେଉଁ ହାତୀର ରକ୍ତକ୍ଷରଣ ଓ ମାଂସ- ଚ୍ଛେଦନରେ ମଧ୍ୟ ଚୈତନ୍ୟ ହୁଏ ନାହିଁ — A 'must' elephant which disregards any amount of punishment inflicted by its keeper to keep him under control
- ସଂ. ବି. ପୁଂ. (ଗମ୍ଭୀର+ବିଦ୍ ଧାତୁ=ଜାଣିବା+ କର୍ତ୍ତୃ. ଇନ; 1 ମା. 1 ବ.) — ଯେଉଁ ହାତୀ ଆଙ୍କୁଶ ମାନେ ନାହିଁ — Restive elephant; an elephant not minding the goad
- ସଂ. ବି. ପୁଂ. (ଗମ୍ଭୀର+ବିଦ୍ ଧାତୁ=ଜାଣିବା+ କର୍ତ୍ତୃ. ଇନ; 1 ମା. 1 ବ.) — ଯେଉଁ ହାତୀ ଚିରପରିଚିତ ଶିକ୍ଷା ବିସ୍ମୃତ ହୁଏ (ହି. ଶବ୍ଦସାଗର) — An elephant which forgets the training given him for a long time