ଗମ୍ଗମିଆଁ Gamgamiāñ

  • ଦେ. ବିଣ. (ସଂ. ଘର୍ମ) — ଯେଉଁ ସମୟରେ ବିଶେଷ ଗରମ ବୋଧ ହୋଇ ଦେହରେ ଝାଳ ବୁହେ — Hot (summer)
  • ଦେ. ବିଣ. (ସଂ. ଘର୍ମ) — ବହୁ ପରିମାଣରେ ବୋହୁଥିବା (ଝାଳ) — Profuse (sweat)