ଗମ୍ ଖାଇବା Gam khāibā

  • ଦେ. କ୍ରି. (ଆ. ଗମ୍=ଚିନ୍ତା, ଧ୍ୟାନ; ଫା. ଗମ୍ଗ୍ୱାର୍ =ସହିଷ୍ଣୁ) — ଚୁପ ହୋଇଯିବା; ତୁନି ହୋଇ ରହିବା; ଗୁମ୍ ଖାଇବା — To keep silent
  • ଦେ. କ୍ରି. (ଆ. ଗମ୍=ଚିନ୍ତା, ଧ୍ୟାନ; ଫା. ଗମ୍ଗ୍ୱାର୍ =ସହିଷ୍ଣୁ) — ଚିନ୍ତ କରୁ କରୁ ତୁନି ହେବା — To keep silent while thinking