ଗଭସ୍ତି Gabhasti

  • ସଂ. ବି. (ସ୍ୱର୍ଗାର୍ଥ ଗୋ ଶବ୍ଦଜ ଗ+ଭସ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ତି) — ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ତେଜଃ; କିରଣ — A ray or pencil of light; sun-beam; moon-beam
  • ସଂ. ବି. (ସ୍ୱର୍ଗାର୍ଥ ଗୋ ଶବ୍ଦଜ ଗ+ଭସ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ତି) — ହାତ — The hand
  • ସଂ. ବି. (ସ୍ୱର୍ଗାର୍ଥ ଗୋ ଶବ୍ଦଜ ଗ+ଭସ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ତି) — ବାହୁର ଆଗ ପାଖ — The forefront lof the arm
  • ସଂ. ବି. ସ୍ତ୍ରୀ — ଅଗ୍ନି ପତ୍ନୀ; ସ୍ୱାହା — A wife of Fire-god