ଗଭସ୍ତିମାନ୍ Gabhastimān

  • ସଂ. ବି. ପୁଂ. (ଗଭସ୍ତି+ମତ୍; 1 ମା. 1 ବ.) — ଗଭସ୍ତିମାଳୀ (ଦେଖ) — Gabhastimāḻī (See)
  • ସଂ. ବି. ପୁଂ. (ଗଭସ୍ତି+ମତ୍; 1 ମା. 1 ବ.) — ସପ୍ତ ପାତାଳର ଅନ୍ତର୍ଗତ ଏକ ପାତାଳ; ତଳାତଳ — Name of na netherworld