ଗଭର୍ଣ୍ଣର୍ Gabharṇṇar
- ବୈଦେ. ବି. (ଇଂ. ଗଭର୍ଣ୍ଣର୍) — ପ୍ରାଦେଶିକ ଶାସନକର୍ତ୍ତା; ଛୋଟଲାଟ — Provincial Governor
- ବୈଦେ. ବି. (ଇଂ. ଗଭର୍ଣ୍ଣର୍) — [ଦ୍ର—ବର୍ତ୍ତମାନ ଇଂରେଜଶାସିତ ଭାରତର ବିଭିନ୍ନ ପ୍ରଦେଶମାନଙ୍କରେ (ବଙ୍ଗ, ବିହାରୋତ୍କଳ, ମାନ୍ଦ୍ରାଜ, ବମ୍ବେ, ଆସାମ ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ, ମଧ୍ୟପ୍ରଦେଶ, ବ୍ରହ୍ମଦେଶ, ଅଯୋଧ୍ୟା ଓ ସମ୍ମିଳିତ ପ୍ରଦେଶ ପ୍ରଭୃତିରେ) ଜଣେ ଲେଖାଏଁ ଗଭର୍ଣ୍ଣର୍ ପଦଧାରୀ ଶାସନକର୍ତ୍ତା ନିଯୁକ୍ତି ଅଛନ୍ତି, ଏମାନେ ଗଭର୍ଣ୍ଣର୍— ଜେନେରଲ୍ ବଡ଼ଲାଟଙ୍କ ଅଧୀନ।]