ଗପା ମାରିବା Gapā māribā
- ଦେ. କ୍ରି — ଅନେକ ଲୋକଙ୍କ ଆଖି ଆଗରେ କୌଣସି ଗୁପ୍ତ ସ୍ଥାନରେ ଲୁଚିଯିବା — To hide or conceal one's self before the eyes of others
- ଦେ. କ୍ରି — ଖାଦ୍ୟ ପଦାର୍ଥକୁ ବଡ଼ ବଡ଼ ଗୁଣ୍ଡା କରି ଚଞ୍ଚଳ ଚଞ୍ଚଳ ପାଟିକୁ ନିକ୍ଷେପ କରିବା — To gulp a thing; to gobble; to throw food into the mouth; to devour without chewing