ଗନ୍ଧ୍ (ଧାତୁ) Gandh (root)

  • ସଂ. — ଆଘାତ କରିବା — To hurt; to strike
  • ସଂ. — ହିଂସା କରିବା; ଅନିଷ୍ଟ କରିବା — To injure
  • ସଂ. — ମାଗିବା; ଭିକ୍ଷା କରିବା — To ask; to beg
  • ସଂ. — ଗତି କରିବା — To go; to move
  • ସଂ. — ଭୂଷିତ କରିବା — To adorn
  • ସଂ. — ପୀଡ଼ା ଦେବା — To oppress
  • ସଂ. — ବଧ କରିବା — To kill