ଗନ୍ଧୋଦକ Gandhodaka

  • ସଂ. ବି. (ମ. ପ. ଲୋ; ଗନ୍ଧଯୁକ୍ତ ଉଦକ) — ସୁବାସିତ ଜଳ — Scented water
  • ସଂ. ବି. (ମ. ପ. ଲୋ; ଗନ୍ଧଯୁକ୍ତ ଉଦକ) — ଯେଉଁ ପାଣିରେ ଚନ୍ଦନ ଗୋଳା ହୋଇଥାଏ — Water mixed with sandal paste