ଗନ୍ଧେଇବା Gandheibā
- ଦେ. କ୍ରି. (ସଂ. ଗନ୍ଧ) — ଦୁର୍ଗନ୍ଧ କରିବା; (କୌଣସି ବସ୍ତୁରୁ) ଦୁର୍ଗନ୍ଧ ବାହାରିବା — To emit foul smell
- ଦେ. କ୍ରି. (ସଂ. ଗନ୍ଧ) — ଦୁର୍ଗନ୍ଧ ହେବା — To become evil-smelling
- ଦେ. କ୍ରି. (ସଂ. ଗନ୍ଧ) — ପାଡ଼ିବା; ଅପାନ ବାୟୁ ତ୍ୟାଗ କରିବା — The crack wind
- ଦେ. କ୍ରି. (ସଂ. ଗନ୍ଧ) — (ଲକ୍ଷଣାର୍ଥ) (କୌଣସି କଥା) ମନକୁ ନ ପାଇବା ବା ବିରକ୍ତିକର ବୋଧ ହେବା — To be felt unpleasant; not to be liked
- ଦେ. କ୍ରି. (ସଂ. ଗନ୍ଧ) — (ଯଥା—ସେତେବେଳେ ପରା ଆମ କଥା ଗନ୍ଧେଇଲା।)