ଗନ୍ଧିପୋକ Gandhipoka

  • ଦେ. ବି. (ସଂ. ଗନ୍ଧ+ପୂତ୍ତିକା) — ଧାନ ଓ ମକା ଆଦି ଗଛକୁ ନଷ୍ଟ କରିବା ଏକ— ପ୍ରକାର ଦୁର୍ଗନ୍ଧବିଶିଷ୍ଟ କୀଟ — Rice-bug; Leptocorisa Acuta
  • ଦେ. ବି. (ସଂ. ଗନ୍ଧ+ପୂତ୍ତିକା) — ପାରୁଡ଼ାପୋକ; କଖାରୁ ଫୁଲରେ ବସିବା ଏକପ୍ରକାର ଦୁର୍ଗନ୍ଧବିଶିଷ୍ଟ ପୋକ — Ladybird (insect)