ଗନ୍ଧିନୀ Gandhinī

  • ଗ୍ରା. ବି. ସ୍ତ୍ରୀ — ଗନ୍ଧକାରିକା (ଦେଖ) — Gandhukārikā (See)
  • ଗ୍ରା. ବି. ସ୍ତ୍ରୀ — [ଦ୍ର—କୁବୁଜା କଂସର ଗନ୍ଧିନୀ ଥିଲା।]
  • ଗ୍ରା. ବି. ସ୍ତ୍ରୀ — ମଦିରା; ସୁରା (ହି. ଶବ୍ଦସାଗର) — Wine