ଗନ୍ଧିଣା Gandhiṇā

  • ଦେ. ବିଣ. (ଯେଉଁ ଘୋଡ଼ାକୁ ମନୁଷ୍ୟ ଗନ୍ଧାନ୍ତି) — ଯେଉଁ ଘୋଡ଼ା ନିକଟକୁ ଗଲେ ସେ ଖେଙ୍କାରି ହୋଇ କାମୁଡ଼ି ଗୋଡ଼ାଏ — A vicious horse which neighs and snaps at persons approaching it