ଗନ୍ଧିକ Gandhika
- ସଂ. ବି. (ଗନ୍ଧ+ଇକ) — ଗନ୍ଧକ — Sulphur
- ସଂ. ବି. (ଗନ୍ଧ+ଇକ) — (ପୁଂ) ଗନ୍ଧବଣିଆ (ଦେଖ) — Gandhabaṇiā (See)
- ସଂ. ବିଣ. ପୁଂ. (ସମାସରେ ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ) — ଅମୁକ ପରି ଗନ୍ଧବିଶିଷ୍ଟ (ଯଥା—ଉତ୍ପଳଗନ୍ଧକ) — (in compounds) Having the smell of; smelling like
- ସଂ. ବିଣ. ପୁଂ. (ସମାସରେ ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ) — (ଅମୁକ ସଙ୍ଗେ) ନାମ ମାତ୍ର ସମ୍ବନ୍ଧଯୁକ୍ତ (ଯଥା ଭ୍ରାତୃଗନ୍ଧିକା) — Resembling only in name
- ସଂ. ବିଣ. ପୁଂ. (ସମାସରେ ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ) — (ଅମୁକ ପରି) ନାମମାତ୍ର ଗନ୍ଧବିଶିଷ୍ଟ — Having a slight smell of
- ସଂ. ବିଣ. ପୁଂ. (ସମାସରେ ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ) — (ଅମୁକର) ଅଳ୍ପମାତ୍ର ଅଂଶବିଶିଷ୍ଟ — Having a small quantity of