ଗନ୍ଧାଢ୍ୟ Gandhāḍhya

  • ସଂ. ବିଣ. ( 3 ୟା ତତ୍; ଗନ୍ଧ+ଆଢ୍ୟ) — ବିଶେଷ ସୁଗନ୍ଧଯୁକ୍ତ — Rich in smell; very sweet-smelling
  • ବି. — ବଉଳଫୁଲ — The Bakul flower
  • ବି. — ଶ୍ୱେତ ଚନ୍ଦନ — White sandal wood
  • ବି. — ଲେମ୍ବୁ ଗଛ — Orange tree