ଗନ୍ଧସାର Gandhasāra

  • ସଂ. ବି. — ( 7 ମା ତତ୍; ଗନ୍ଧ+ସାର; ଗନ୍ଧମାନଙ୍କ ମଧ୍ୟରେ ସାର ବା ଶ୍ରେଷ୍ଠ) ଚନ୍ଦନ — (7ମା ତତ୍; ଗନ୍ଧ+ସାର; ଗନ୍ଧମାନଙ୍କ ମଧ୍ୟରେ ସାର ବା ଶ୍ରେଷ୍ଠ) ଚନ୍ଦନ— . Sandal paste
  • ସଂ. ବି. — (ବହୁବ୍ରୀହି; ଗନ୍ଧ ଅଟେ ସାର ଯାହାର) ଚନ୍ଦନ ବୃକ୍ଷ — Sandal wood tree
  • ସଂ. ବି. — (ମ. ପ. ଲୋ; ଗନ୍ଧଯୁକ୍ତ ବସ୍ତୁର ନିଷ୍କାଷିତ ସାର)— ସୁଗନ୍ଧ ପଦାର୍ଥରୁ ବୈଜ୍ଞାନିକ ପ୍ରକ୍ରିୟାରେ ଉତ୍ପାଦିତ ତରଳ ସାର — Sweet-scented essence or extract
  • ସଂ. ବି. — ମୁଗୁରା ମଲ୍ଲି; ଫୁଲବିଶେଷ — A kind of double-petalled jasmine
  • ସଂ. ବି. — ଗନ୍ଧଶୁଣ୍ଠି (ଦେଖ) — Gandhaṡuṇṭhi (See)