ଗନ୍ଧଷିବା Gandhashibā
- ଦେ. କ୍ରି.—(ସଂ. ଗନ୍ଧଧିବାସ) — (ବିବାହର ପୂର୍ବରାତ୍ରିର ବର କନ୍ଯା) ଗନ୍ଧଗଣ ବିଧି ପାଳନ କରିବା; ବିବାହର ପୂର୍ବରାତ୍ରୀରେ ହଳଦୀ ଆଦି ଲଗାଇବା — To have the bodies (of the bride and bridegroom) annointed with scents on the eve of marriage
- ଦେ. କ୍ରି.—(ସଂ. ଗନ୍ଧଧିବାସ) — ବରକନ୍ୟାଙ୍କୁ ମଙ୍ଗନ ଦିନ ମଙ୍ଗୁଳିବା; ବରକନ୍ୟାଙ୍କୁ ମଙ୍ଗଳସୂଚକ ବନ୍ଦାପନା ବା ସମ୍ବର୍ଦ୍ଧନା କରିବା — To welcome the bride and bridegroom on the eve of marriage
- ଦେ. କ୍ରି.—(ସଂ. ଗନ୍ଧଧିବାସ) — ବଜାଇ ବିବିଧ ବାଦ୍ୟ ଦେବୀ ଗନ୍ଧଷିଲେ। ଭଞ୍ଜ, ଲାବଣ୍ୟବତୀ।