ଗନ୍ଧଷଣଗୀତ Gandhashaṇagīta

  • ଦେ. ବି. — ବିବାହର ପୂର୍ବରାତ୍ର ବା ମଙ୍ଗଳକୃତ୍ୟ ଦିନ ଗନ୍ଧାନୁଲେପନ ବେଳେ ସ୍ତ୍ରୀଲୋକମାନେ ମିଳିତ ହୋଇ ଯେଉଁ ମଙ୍ଗଳଗୀତ ବୋଲନ୍ତି — The songs chanted by females while the bride and bridegroom have their bodies besmeared with scents on the eve of marriage