ଗନ୍ଧର୍ବରାଜ Gandharbarāja

  • ସଂ. ବି. ( 7 ମୀ ତତ୍; ଗନ୍ଧର୍ବ+ରାଜା) — ଗନ୍ଧର୍ବମାନଙ୍କ ମଧ୍ୟରେ ପ୍ରଧାନ ବା ନେତା; ଚିତ୍ରରଥ ଗନ୍ଧର୍ବ — Chitraratha; the chief of the Gandharbas
  • ସଂ. ବି. ( 7 ମୀ ତତ୍; ଗନ୍ଧର୍ବ+ରାଜା) — କୁବେର — God Kubera
  • ସଂ. ବି. ( 7 ମୀ ତତ୍; ଗନ୍ଧର୍ବ+ରାଜା) — ବରୁଣ (ହି ଶବ୍ଦସାଗର) — The sea-god Baruṇa