ଗନ୍ଧବତୀ Gandhabatī

  • ସଂ. ବି. ସ୍ତ୍ରୀ. (ଗନ୍ଧ+ଅଛି ଅର୍ଥରେ ବତ୍+ଈ) — ପୃଥିବୀ — The earth
  • ସଂ. ବି. ସ୍ତ୍ରୀ. (ଗନ୍ଧ+ଅଛି ଅର୍ଥରେ ବତ୍+ଈ) — ବର କୋଳରେ ଗନ୍ଧବତୀ ଅଶୋଭା, ସହଜେ ହୋଇଲା ଜନନ— ଭଞ୍ଜ, ବୈଦେହୀଶବିଳାସ।
  • ସଂ. ବି. ସ୍ତ୍ରୀ. (ଗନ୍ଧ+ଅଛି ଅର୍ଥରେ ବତ୍+ଈ) — ମତ୍ସ୍ୟଗନ୍ଧା; ବ୍ୟାସଦେବଙ୍କ ମାତା — The mother of sage Byāsa
  • ସଂ. ବି. ସ୍ତ୍ରୀ. (ଗନ୍ଧ+ଅଛି ଅର୍ଥରେ ବତ୍+ଈ) — ଧୀବରୀ — Wife of a fisherman
  • ସଂ. ବି. ସ୍ତ୍ରୀ. (ଗନ୍ଧ+ଅଛି ଅର୍ଥରେ ବତ୍+ଈ) — ସୁରା; ମଦ୍ୟ — Wine
  • ସଂ. ବି. ସ୍ତ୍ରୀ. (ଗନ୍ଧ+ଅଛି ଅର୍ଥରେ ବତ୍+ଈ) — ନବମଲ୍ଲିକା; ବଣମଲ୍ଲୀ ଫୁଲ — Wild Jasmine
  • ସଂ. ବି. ସ୍ତ୍ରୀ. (ଗନ୍ଧ+ଅଛି ଅର୍ଥରେ ବତ୍+ଈ) — ବରୁଣଙ୍କ ପୁରୀବିଶେଷ — A residence of the sea-god Baruṇa
  • ସଂ. ବି. ସ୍ତ୍ରୀ. (ଗନ୍ଧ+ଅଛି ଅର୍ଥରେ ବତ୍+ଈ) — ପଦ୍ମ — Lotus
  • ସଂ. ବିଣ. ସ୍ତ୍ରୀ — ସୁଗନ୍ଧବିଶିଷ୍ଟା — Sweet-smelling
  • ଦେ. ବି. (ନାମ) — ଭୁବନେଶ୍ୱର ନିକଟରେ ପ୍ରବାହିତ ହେଉ— ଥିବା ଗଙ୍ଗୁଆନଈ (ଏହା ଦୟାର ଗୋଟିଏ ଉପନଦୀ ଅଟେ) — Name of a rivulet flowing near Bhubaneswar