ଗନ୍ଧନାକୁଳୀ Gandhanākuḻī

  • ସଂ. ବି. (ଅନ୍ଯ ସଂ. ନାମ—ଗଣ୍ଡାଳୀ; ସର୍ପାକ୍ଷୀ) — ରାସ୍ନାଦି ବର୍ଗର ସୁଗନ୍ଧ ବୃକ୍ଷବିଶେଷ — Accamphe Papillosa. (tree)
  • ସଂ. ବି. (ଅନ୍ଯ ସଂ. ନାମ—ଗଣ୍ଡାଳୀ; ସର୍ପାକ୍ଷୀ) — ଆସାମ ଓ ବ୍ରହ୍ମଦେଶର ସୁଗନ୍ଧ ବୃକ୍ଷବିଶେଷ — 2. Ophiorrhiza Mungos (tree)