ଗନ୍ଧତୃଣ Gandhatṛuṇa
- ସଂ. ବି. (ମ. ପ. ଲୋ; ଗନ୍ଧଯୁକ୍ତ ତୃଣ) — ଧାନାଦି ବର୍ଗର ବେଣାପରି ଦେଖା ଯାଉଥିବା ସୁଗନ୍ଧ ତୃଣବିଶେଷ; ଧନିତ୍ରୀ ଗଛ — Andropogen schoenanthus; cymbopogen of Watt; Lemon-scdented grass
- ସଂ. ବି. (ମ. ପ. ଲୋ; ଗନ୍ଧଯୁକ୍ତ ତୃଣ) — (ଯଥା—ଏଥିର ପତ୍ର ମଳିଲେ ଲେମ୍ବୁଚୋପା ପରି ବାସେ)
- ସଂ. ବି. (ମ. ପ. ଲୋ; ଗନ୍ଧଯୁକ୍ତ ତୃଣ) — [ଦ୍ର—ଏହାର ପତ୍ର ଗୋରୁଙ୍କ ପେଟ ମରାର ପ୍ରଧାନ ଔଷଧ। ଏଥିରୁ ଏକପ୍ରକାର ସୁଗନ୍ଧ ତୈଳ — (Indian russa oil)ବାହାରେ]