ଗନ୍ଧଗ୍ରହ Gandhagraha

  • ସଂ. ବି. (ଗନ୍ଧ+ଗ୍ରହ ଧାତୁ+କରଣ ଅ; ଯାହାଦ୍ୱାରା ଗନ୍ଧ ଗ୍ରହଣ କରାଯାଏ) — ନାସିକା — Nose
  • ସଂ. ବି. (ଗନ୍ଧ+ଗ୍ରହ ଧାତୁ+କରଣ ଅ; ଯାହାଦ୍ୱାରା ଗନ୍ଧ ଗ୍ରହଣ କରାଯାଏ) — ଉନ୍ନତ ଗନ୍ଧଗ୍ରହ ଖଗବର। ଭଞ୍ଜ, ପ୍ରେମସୁଧାନିଧି।