ଗନ୍ଥଡ଼ା Ganthaṟḍ̠ā

  • ଦେ. ବି. (ସଂ. କନ୍ଥା) — ଅନେକ ପରସ୍ତ ଛିଣ୍ଡା ଓ ପୁରୁଣା ଲୁଗା ଓ କନା ଏକତ୍ର ସିଆଁ ହୋଇଥିବା ବିଛଣା; ଗୋଦଡ଼ି — Thick layers of rags patched up together