ଗନ୍ତବ୍ୟ Gantabya
- ସଂ. ବିଣ. (ଗମ୍ ଧାତୁ=ଯିବା+ କର୍ମ. ତବ୍ୟ) — ପ୍ରାପ୍ୟ — Proper or fit to be attained
- ସଂ. ବିଣ. (ଗମ୍ ଧାତୁ=ଯିବା+ କର୍ମ. ତବ୍ୟ) — ଗମନୀୟ; ଯେଉଁ ସ୍ଥାନକୁ ଯିବାକୁ ହେବ — (place) of destination
- ସଂ. ବିଣ. (ଗମ୍ ଧାତୁ=ଯିବା+ କର୍ମ. ତବ୍ୟ) — ଯେଉଁ ସ୍ଥାନକୁ ଯିବା ଉଚିତ — (a place) Proper to be gone to
- ସଂ. ବିଣ. (ଗମ୍ ଧାତୁ=ଯିବା+ କର୍ମ. ତବ୍ୟ) — ଯେଉଁ ସ୍ଥାନକୁ ପର୍ଯ୍ୟଟନ କରିବାରେ ମନୁଷ୍ୟର ଶକ୍ତି ଥାଏ — (a place) Capable of being travelled by a person
- ସଂ. ବିଣ. (ଗମ୍ ଧାତୁ=ଯିବା+ କର୍ମ. ତବ୍ୟ) — ଜ୍ଞେୟ — Proper to be known; knowable
- ସଂ. ବିଣ. (ଗମ୍ ଧାତୁ=ଯିବା+ କର୍ମ. ତବ୍ୟ) — ବୋଧଗମ୍ୟ — Fit to be understood; comprehensible
- ସଂ. ବିଣ. (ଗମ୍ ଧାତୁ=ଯିବା+ କର୍ମ. ତବ୍ୟ) — ନିଷ୍ପାଦନୀୟ — To be accomplished
- ସଂ. ବିଣ. (ଗମ୍ ଧାତୁ=ଯିବା+ କର୍ମ. ତବ୍ୟ) — ଯିବାର ଉପଯୁକ୍ତ (ସମୟ) — (time) Fit or proper for starting