ଗଦ୍ଗଦନାଦୀ Gadgadanādī
- ସଂ. ବିଣ. ପୁଂ (ଗଦ୍ଗଦ+ନଦ ଧାତୁ+ କର୍ତ୍ତୃ. ଇନ୍; 1 ମା. 1 ବ) — ଅସ୍ପଷ୍ଟ ଧ୍ୱନି କରୁଥିବା — Making inarticulate sound; on account of intense feelings
- ସଂ. ବିଣ. ପୁଂ (ଗଦ୍ଗଦ+ନଦ ଧାତୁ+ କର୍ତ୍ତୃ. ଇନ୍; 1 ମା. 1 ବ) — ପୁନଃ ପୁନଃ କମ୍ପିତ ସ୍ୱରରେ କଥା କହୁଥିବା — Tremulous
- ସଂ. ବିଣ. ପୁଂ (ଗଦ୍ଗଦ+ନଦ ଧାତୁ+ କର୍ତ୍ତୃ. ଇନ୍; 1 ମା. 1 ବ) — ଖନାଉଥିବା — Faltering