ଗଦାସାହାଣ Gadāsāhāṇa
- ପ୍ରାଦେ. (ପୁରୀ) ବି. (ସଂ ଗଦା ଓ ସାଧନ, ପୁରୀ ସହରର ଯାଗାଘରମାନଙ୍କରେ ବ୍ଯବହୃତ ସହଚର ଶବ୍ଦ) — ବ୍ଯାୟାମ ସାଧନାର୍ଥ ଡାହାଣ ହାତରେ ଲୁହା ଗଦା ଓ ବାମ ହାତରେ ପଟାପଟି ଲମ୍ବ ଲୁହାଯନ୍ତ୍ର ଧରି ବୁଲାଇବା — A gymnastic exercise consisting of holding a long piece of flat iron in the left hand while brandishing the mace in the right hand