ଗଦାପାଣି Gadāpāṇi

  • ସଂ. ବିଣ. (ବହୁବ୍ରୀହି; ଗଦା + ପାଣି) — ଯେ ହାତରେ ଗଦା ଧରିଅଛି — Armed with or holding a mace
  • ବି — ବିଷ୍ଣୁ — A name of Bishṇu