ଗତୋତ୍ସାହ Gatotsāha

  • ସଂ. ବିଣ, ଫୁ. (ବହୁବ୍ରୀହି; ଗତ+ ଉତ୍ସାହ) — ହତୋତ୍ସାହ — Dejected; dispirited; disheartened
  • ସଂ. ବିଣ, ଫୁ. (ବହୁବ୍ରୀହି; ଗତ+ ଉତ୍ସାହ) — ନିରୁତ୍ସାହ — Discouraged