ଗତିଶକ୍ତିରହିତ Gatiṡaktiaahita

  • ସଂ. ବିଣ. ( 3 ୟା ତତ୍; ଗତିଶକ୍ତି+ରହିତ) — ଗତି କରିବାର ଶକ୍ତି ଯାର ନାହିଁ; ନିଶ୍ଚଳ — Destitute of locomation
  • ସଂ. ବିଣ. ( 3 ୟା ତତ୍; ଗତିଶକ୍ତି+ରହିତ) — ନିରାଶ୍ରୟ — Helpless