ଗତିମାନ୍ Gatimān

  • ସଂ. ବିଣ. ପୁଂ—(ଗତି+ମତ୍; 1 ମା. 1 ବ.) — ଗତି କରୁଥିବା — Moving; in motion
  • ସଂ. ବିଣ. ପୁଂ—(ଗତି+ମତ୍; 1 ମା. 1 ବ.) — ଯାହାର ଘାତରୁ ପୂଜ ବୋହୁ ଅଛି — Having running sores