ଗତିବିଧି Gatibidhi

  • ଦେ. ବି. ( 6 ଷ୍ଠୀ ତତ୍; ଗତି+ବିଧି) — ମୁକ୍ତିର ଉପାୟ — Means of Salvation
  • ଦେ. ବି. ( 6 ଷ୍ଠୀ ତତ୍; ଗତି+ବିଧି) — କାର୍ଯ୍ୟକଳାପ; କ୍ରିୟାକଳାପ — Mode of life; conduct
  • ଦେ. ବି. ( 6 ଷ୍ଠୀ ତତ୍; ଗତି+ବିଧି) — ଗମନାଗମନ — Intercourse
  • ଦେ. ବି. ( 6 ଷ୍ଠୀ ତତ୍; ଗତି+ବିଧି) — ଚାଲିଚଳଣ; ଢଙ୍ଗଢାଙ୍ଗ — Movements
  • ଦେ. ବି. ( 6 ଷ୍ଠୀ ତତ୍; ଗତି+ବିଧି) — (ଯଥା— ସେନାପତି ଦୁର୍ଗଶିଖରରେ ଠିଆ ହୋଇ ବିପକ୍ଷ ପକ୍ଷର ଗତିବିଧି ଲକ୍ଷ କରୁ ଅଛନ୍ତି।)