ଗତିକର Gatikara

  • ସଂ. ବିଣ. ପୁ—(ଗତି+କୃ ଧାତୁ+କର୍ତ୍ତୃ. ଅ) — ଯେ ଜୀବକୁ ଗତି ବା ମୁକ୍ତି ପ୍ରଦାନ କରେ; ମୁକ୍ତିଦାତା — Saviour; redeemer
  • ସଂ. ବିଣ. ପୁ—(ଗତି+କୃ ଧାତୁ+କର୍ତ୍ତୃ. ଅ) — ଯେ ଅନ୍ଯ ବ୍ଯକ୍ତି ବା ବସ୍ତୁର ଗତି କରାଏ — That which makes or produces motion