ଗତାର୍ତ୍ତବା Gatārttabā

  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ଗତ+ଆର୍ତ୍ତବ+ସ୍ତ୍ରୀ. ଆ) — ବୃଦ୍ଧା ସ୍ତ୍ରୀ; ଯେଉଁ ସ୍ତ୍ରୀର ଋତୁସ୍ରାବ ବନ୍ଦ ହୋଇ ଅଛି — Old (women); whose menstrual flow has stopped
  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ଗତ+ଆର୍ତ୍ତବ+ସ୍ତ୍ରୀ. ଆ) — ବନ୍ଧ୍ୟା ସ୍ତ୍ରୀ; ଯେଉଁ ସ୍ତ୍ରୀର ଋତୁଫଳ ହୁଏ ନାହିଁ — Barren (woman)