ଗତାନି ପତାନି Gatāni patāni

  • ଗ୍ରା. ଅ — ପରମ୍ପରାକ୍ରମେ; ପୁରୁଷାନୁକ୍ରମେ — For generations
  • ଗ୍ରା. ଅ — ଆବହମାନ କାଳରୁ — From time immemorial
  • ଗ୍ରା. ଅ — (ଯଥା—ରାହାସ ଯାତ୍ରା ଗତାନି ପତାନି ଏଠାରେ ଚଳି ଆସୁଅଛି)